ଖବର

ଆଜି ପ୍ରେମ ଦିବସ

ପ୍ରେମ ଏପରି ଏକ ଶବ୍ଦ ଯାହାକି ସମସ୍ତଙ୍କ ଜୀବନରେ ରଙ୍ଗ ଭରିଦିଏ । ପ୍ରେମ ଅଢେଇ ଅକ୍ଷର । ପ୍ରେମ ବିନା ଜୀବନଟା ରଙ୍ଗହୀନ । ଜୀବନରେ…

ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା । ସୋମବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେଲା ସେ ଏକ୍ସରେ ଚିକିତ୍ସିତ ହେଉଥିଲେ…

ଏକା ଲଢିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ !

ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଏକ ରାଲି ବେଳେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ପଞ୍ଜାବ ଓ…

ବଢିଲା ମଧୁବାବୁ ପେନସନ୍

ମଧୁବାବୁ ପେନସନ ୧୦୦୦ ଟଙ୍କାକୁ ବୃଦ୍ଧି ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା ଏଣିକି ୫୦୦, ୭୦୦, ୯୦୦ ବଦଳରେ ପାଇବେ ୧୦୦୦, ୧୨୦୦,…

ରାଜ୍ୟକୁ ପୁଣି ଫେରିଲା ଶୀତ

ପୁଣି ଖସିଲା ପାରଦ । କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଫେରିଲା ଶୀତ । ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଛି…

22 ବର୍ଷର ଅପେକ୍ଷାର ଘଟିଲା ଅନ୍ତ

ପୁରସ୍କାର ଘୋଷଣା ହୋଇ ନ ମିଳିବା ଓଡିଶା ସାହିତ୍ୟ ଏକାଡେମୀରେ ଏକ ଦୁଃଖଦ ଖବର । କିନ୍ତୁ ଦୀର୍ଘ 22 ବର୍ଷ ପରେ ଓଡିଶା ସାହିତ୍ୟ ଏକାଡେମୀ…

ଆସନ୍ତା 11 ଓ 12 ତାରିଖରେ ପ୍ରବଳ ବର୍ଷା

ରାଜ୍ୟବାସୀଙ୍କୁ ମିଳିବ ଟିକିଏ ଆଶ୍ୱସ୍ତି । ଗତ କିଛିଦିନ ହେବ ରାଜ୍ୟରେ ପ୍ରବଳ ଖରା ଜାରି ରହିଛି । ମାଘ ମାସରୁ ଲୋକେ ଗ୍ରୀଷ୍ମ ପ୍ରବାହକୁ ଅନୁଭୂତ…

ଗୁଡ୍ ନ୍ୟୁଜ ଦେଲେ ଅଭିନେତ୍ରୀ ୟାମି

ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ୟାମୀ ଗୌତମ। ତାଙ୍କ ଘରକୁ ଆସିବେ କୁନି ସଦସ୍ୟ। ବିବାହର ତିନି ବର୍ଷ ପରେ ସେ ମା’ ହେବାକୁ…

୧୦ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ !

ବହୁ ଚର୍ଚ୍ଚିତ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି । ଅନେକ ବାଦ ବିବାଦ…

ଚୋରି ରୋକିବ ଏହି ଆପ

ଆପଣଙ୍କୁ ଓ ଆପଣମାନଙ୍କ ଜିନିଷକୁ ସୁରକ୍ଷିତ ରଖିବ ବାହାଦୂର ଆପ । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଚୋରି ଡକାୟତି ଭଳି ଖବର ସାମ୍ନାକୁ ଆସୁଛି । କଡା…