ଖବର

ବଡଦିନରେ ଶ୍ରୀମନ୍ଦିରରେ ଜମିଛି ଭକ୍ତଙ୍କ ଭିଡ

ଆଜି ହେଉଛି ବଡଦିନ । ବଡଡିନରେ ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ ଦାଣ୍ଡରେ ହୋଇଛି ବଡ ଭିଡ । ବଡଦିନରେ ମହାପ୍ରଭୁଙ୍କୁ ଦର୍ଶନ…

କର୍ଣ୍ଣାଟକରେ ହିଜାବ ବ୍ୟାନକୁ ହଟାଇଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି। ମହୀଶୂରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି ହିଜାବ ନିଷେଧାଦେଶ ଉପରେ…

ବହୁ ବିବାଦ ପରେ ମୁହଁ ଖୋଲିଲେ କାମିୟା ଜାନି

ୟୁଟ୍ୟବର କାମିୟା ଜାନିଙ୍କୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରକୁ ନେଇ ବିବାଦ ପରେ ମୁହଁ ଖୋଲିଲେ କାମିୟା ।…

ଓଡିଶାକୁ ଫେରିଲା କରୋନା

କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । କେବଳ ଭାରତ ନୁହେଁ ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ଅନ୍ୟପଟେ ରାଜ୍ୟକୁ…

ଦ୍ୱିତୀୟ ବିବାହ କରିବେ ଅନୁଭବ ମହାନ୍ତି !

 ବହୁ ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାର ଆସିଲା କ୍ଲାଇମାକ୍ସ । ଦୁହିଁଙ୍କ ବିବାହ ବିଚ୍ଛେଦକୁ ମିଳିଲା ସବୁଜ ସଙ୍କେତ । ଅନୁଭବଙ୍କ ସପକ୍ଷରେ ରାୟ…

ଶ୍ରୀମନ୍ଦିରରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିମନ୍ତେ ନିମନ୍ତ୍ରଣ ପତ୍ର

ଜାନୁୟାରୀ 17ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ସେଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଜି…

24 ପାଇଁ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି

24 ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି । ନିର୍ବାଚନ ସମୟରେ ବିଭ୍ରାନ୍ତିକର ସୋସିଆଲ ମିଡିଆ ପୋଷ୍ଟ ଉପରେ ରୋକ ଲଗାଇବାକୁ ଭାରତୀୟ ନିର୍ବାଚନ…

କଟକ ଚଣ୍ଡୀ ମନ୍ଦିରର ରୂପାନ୍ତରଣ କାମ ଅନୁଧ୍ୟାନ କଲେ ଭିକେ ପାଣ୍ଡିଆନ

କଟକ ଯାଇ କଟକ ଚଣ୍ଡୀ ମନ୍ଦିରରେ ମାଆଙ୍କୁ ଦର୍ଶନ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଫାଇଭ୍-ଟି ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ…

ଅଲଗା ହେବେ ଦୁଇ ଚର୍ଚ୍ଚିତ ଯୋଡି ବର୍ଷା ଅନୁଭବ

ଓଲିଉଡ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ । ଗତ କିଛି ବର୍ଷ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଲାଗି ରହିଥିଲା । ଏବେ କୋର୍ଟଙ୍କ…

୪ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ ସିରପ୍ ମନା

୪ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏଣିକି କଫ ସିରପ୍ ଦେବା ମନା। ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ ସିରପ ଦେବା…