ଖବର

ରିଲିଜ ହେଲା ଶାହରୁଖଙ୍କ ଚଳିତବର୍ଷର ଶେଷ ଫିଲ୍ମ

ରିଲିଜ ହେଲା ବଲିଉଡ କିଙ୍ଗଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡଙ୍କି’ । ଫିଲ୍ମଟି ରିିଲିଜ ହେଉ ହେଉ ଦର୍ଶକଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି । ଶାହରୁଖଙ୍କ…

ଭୁବନେଶ୍ୱର ମୁଖ୍ୟ ଯୋଗଣ ଅଧିକାରୀଙ୍କ ଘରେ ରେଡ

ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢାଉ । ଭୁବନେଶ୍ବର ଏବଂ ବ୍ରହ୍ମପୁରସ୍ଥିତ ଘରେ…

ପୁଣିଥରେ ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ଅଭିଯୋଗ

ଖୋଲା ମଞ୍ଚରେ ବା ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ଉପରେ ସରକାର କଟକଣା ଲାଗୁ କରିଥିଲେ ମଧ୍ୟ ତାହାକୁ ଖାତିର କରୁନାହାନ୍ତି ଯାତ୍ରା କଳାକାର । ପୁଣିଥରେ…

ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ସ୍ମାର୍ଟ ସିଟି ରାଉରକେଲାରେ ବିଗିଡିବାରେ ଲାଗିଛି । ଇସ୍ପାତନଗରୀରେ ହଇଜା ବ୍ୟାପିବାରେ ଲାଗିଛି । ସେଠାକୁ ଯାଇ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ…

ରାଜ୍ୟରେ ଅସ୍ତବ୍ୟସ୍ତ କରାଇଲାଣି ଶୀତ

ରାଜ୍ୟରେ ଅସହ୍ୟ କରୁଛି ଶୀତ । ଶୀତରେ ଥରୁଛି ସାରା ଓଡିଶା । ଦାରିଙ୍ଗବାଡିଠାରୁ ଜି.ଉଦୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି ।…

ରାଉରକେଲାରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ସ୍ୱାସ୍ଥ୍ୟ ସଚିବ

ରାଉରେକେଲାରେ ମାତିଚି ହଇଜା ଭୟ । ଏବେ ପର୍ଯ୍ୟନ୍ତ ହଇଜାରେ 300 ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 9ଜଣଙ୍କର ମୃତ୍ୟୁ ହୋଇଛି । ଏହାର ଅନୁଧ୍ୟାନ…

ରାଉରକେଲାରେ ଅସହ୍ୟ କଲାଣି ଝାଡାବାନ୍ତି

ରାଉରକେଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଉରକେଲାର 4ଟି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚାଲିଛି ରୋଗୀଙ୍କ ଚିକିତ୍ସା । ଏଯାବତ ଝାଡାବାନ୍ତିରେ…

ରାଜ୍ୟରେ 10 ଡିଗ୍ରୀ ତଳେ ତାପମାତ୍ରା

ରାଜ୍ୟରେ ବଢୁଛି ଶୀତର ପ୍ରକୋପ । ସାରା ଓଡିଶାରେ ଅସହ୍ୟ ଶୀତ । କୋରାପୁଟରେ ମଧ୍ୟ ହାଡଭଙ୍ଗା ଶୀତର ପ୍ରକୋପ ଜାରି ରହିଛି ।ଅସହ୍ୟ ଥଣ୍ଡାରୁ ରକ୍ଷା…

ମନ୍ଦିରରେ ବୁଲାଇଦେଲେ କଳାକନା, ତାଲା ଭାଙ୍ଗି ନେଇଗଲେ ଲୁଟେରା

ମନ୍ଦିରକୁ ଛାଡିଲେନି ଚୋର । ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ସନ୍ଥିଆ ସ୍ଥିତ ମଦନମୋହନ ଓ ଗୋବିନ୍ଦଜୀଉ ମନ୍ଦିରରୁ ଚୋରି ହୋଇଛି । ପୋଲିସ ଘଟଣାସ୍ଥଳରେ…

ଗାଁ ଗାଁରେ ବିଜେପିର ଚାଲିଛି ମିଶ୍ରଣ ପର୍ବ

ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ଗାଁ ଗାଁରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ । କଟକ ଜିଲ୍ଲା ନିଆଳି ବ୍ଲକ ରାଣିଓଳା…