Free ଫିଜିଓଥେରାପି ଚିକିତ୍ସା ଶିବିର ଅନୁଷ୍ଠିତ

Free ଫିଜିଓଥେରାପି ଚିକିତ୍ସା ଶିବିର ଅନୁଷ୍ଠିତ

ବେଗୁନିଆପଡ଼ା ମେଇନ୍ ରୋଡ ସ୍ଥିତ ରିଭାଇଭ ଫିଜିଓ କେର୍ ଆନୁକୁଲ୍ୟ ରେ ଏକ ମାଗଣା ଫିଜିଓଥେରାପି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। । ଉକ୍ତ ଶିବିର କୁ ବେଗୁନିଆପଡା ଆଖାପାଖ ଅଞ୍ଚଳ ରୁ ବହୁ ମାତ୍ରାରେ ରୋଗୀ ଆସି ନିଜର ରୋଗ ଅନୁଯାୟୀ ଫିଜିଓଥେରାପି ଚିକିତ୍ସା ର ସୁଯୋଗ ନେଇଥିଲେ। । ଏହି ମାଗଣା ଫିଜିଓଥେରାପି ଶିବିର କୁ ଡାକ୍ତର ଓଁ ଶ୍ରୀ ପଟ୍ଟନାୟକ ଓ ଡାକ୍ତର ସନ୍ଦୀପନ ନାଥ ଚିକିତ୍ସା ଯୋଗାଇଥିବା ବେଳେ ପଲ୍ଲୀ କ୍ଲିନିକ୍ ଡ଼ାକ୍ତର ଅଜିତ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *