ପିକପ ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ପିକପ ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ମୟୁରଭଞ୍ଜ : ପିକପ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ନିକଟରେ । ପିକପ ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ଛି।

ତେବେ ସୂଚନା ଅନୁଯାୟୀ  ରବିବାର ଦିନ କପ୍ତିପଦା  ଗାଁର ଅମିତ କୁମାର ସାହୁ ତାଙ୍କ ସାଙ୍ଗ ବାଇକରେ ଯାଉଥିବା ବେଳେ ଠାକୁରମୁଣ୍ଡା ଠାରୁ  ଚାରି କିଲୋମିଟର ଦୂର ରାସ୍ତାରେ ଠିଆ ହୋଇଥିବା ବେଳେ ବିପରୀତ ଦିଗରୁ ଏକ ପିକପ ତାଙ୍କୁ ଧକ୍କା ଦେଇଥିଲା । 

ଯାହା ଫଳରେ ସେମାନେ ଗୁରୁତର ହୋଇଥଲେ। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଠାକୁରମୁଣ୍ଡା ମେଡ଼ିକାଲ ପରେ ଆନନ୍ଦପୁର ମେଡ଼ିକାଲ ଅଣାଯାଇଥିଲା ସେଠାରେ ଅମିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । 

author

Related Articles

Leave a Reply

Your email address will not be published. Required fields are marked *