ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି

ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି

କଟକ: କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ଇଣ୍ଡିଆନ୍ ରାଇସ କଂଗ୍ରେସର ଉଦଘାଟନ କଲେ ମହାମହିମ ରାଷ୍ଟ୍ରପତି । ଅନୁଠିତ  କାର୍ୟ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍, ଉଭୟ କେନ୍ଦ୍ର ଓ ରାଜ୍ୟର କୃଷିମନ୍ତ୍ରୀ ଥିଲେ ଉପସ୍ଥିତ ।

କେବଳ ଏତିକି ନୁହେଁ ଏହି ଅବସରରେ ଇଣ୍ଡିଆନ୍ ରାଇସ କଂଗ୍ରେସ ଉପରେ ଆଧାରିତ ଏକ ପୁସ୍ତକର ଉନ୍ମୋଚନ କଲେ ରାଷ୍ଟ୍ରପତି । ଏହି କାର୍ୟ୍ୟକ୍ରମରେ ୩୫୦ରୁ ଅଧିକ କୃଷି ବୈଜ୍ଞାନିକ ମଧ୍ୟ ଥଲେ ଉପସ୍ଥିତ  ।

author

Related Articles

Leave a Reply

Your email address will not be published. Required fields are marked *