#2024elction

ସମ୍ୱଲପୁର ଲୋକସଭାରୁ ଲଢିବେ କି ବବି ଦାସ ?

ଉପକୂଳରୁ ଉପାନ୍ତ ସବୁଆଡେ ନିର୍ବାଚନର ହାୱା । ଆଉ ରାଜନୀତିରେ ତ ଘଡିକୁ ଘୋଡା ଛୁଟିଥାଏ । ଆଜି କିଏ ଏ ଦଳର ନେତା ତ କାଲି…