#24election

ଫଳାଫଳ ପୂର୍ବରୁ ଚମକାଇଲା ଏକଜିଟ୍ ପୋଲ

ଚାହୁଁ ଚାହୁଁ ସରିଗଲା ନିର୍ବାଚନ । ଇଭିଏମରେ ସିଲ ହୋଇରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ମାତ୍ର ଗୋଟିଏ ଦିନ ପରେ କାହା ହାତକୁ ଓଡିଶାର ଶାସନ…

ସରିଲା ପ୍ରଚାର, ନିଶବ୍ଦ ହୋଇଗଲା ଓଡିଶା

ଚଳିତ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ଥିବାରୁ ଏବେ ରାଜ୍ୟରେ ଆରମ୍ଭ ହୋଇଯାଇଛି ସାଇଲେଣ୍ଟ ପିରିୟଡ । ଆଜିଠାରୁ…

ସକାଳୁ ସକାଳୁ ଭୋଟ ଦେଉଛି ଓଡିଶା

ସକାଳୁ ସକାଳୁ ଭୋଟ ଦେଉଛି ଓଡିଶା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି…

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା । ଙଜଐଊଉ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ପାହାର । ମୋକିମଙ୍କ ଆବେଦନକୁ ଖାରଜ…

ଖୁବଶୀଘ୍ର ଘୋଷଣା ହେବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଖୁବଶୀଘ୍ର ଘୋଷଣା ହେବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ବିଜେପିର ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଏବଂ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ…

ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା । ଉଭୟ ଲୋକସଭା ଓ ବିଧାନସଭା ନିବାର୍ଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ…

ଆଜି ବିଜେଡିରେ ମିଶିବେ ମନ୍ମଥ ରାଉତରାୟ

ଆଜି ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଦୀର୍ଘ ଦିନ ଧରି ସେ ବିଜେଡି ନା ବିଜେପି କେଉଁ…

ନିର୍ବାଚନ ପୂୂର୍ବରୁ ବଦଳିବେ ୪ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି

ନିର୍ବାଚନ ପୂୂର୍ବରୁ ବଦଳିବେ ୪ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି । ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଛନ୍ତି । ଗୁଜରାଟ, ପଞ୍ଜାବ,…

ନିର୍ବାଚନୀ ବଣ୍ଡକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ

ନିର୍ବାଚନୀ ବଣ୍ଡକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ନୂଆ ତଥ୍ୟ ଜାରି କଲେ ନିର୍ବାଚନ କମିଶନ । ଯେଉଁଥିରେ ବିଜେପିକୁ ସର୍ବାଧିକ ୬ ହଜର…

ରାଜ୍ୟ ବିଜେପିର ଯୋଦ୍ଧା ତାଲିକା ପ୍ରସ୍ତୁତ

୨୦୨୪ ନିର୍ବାଚନ ପାଇଁ ବିଗୁଲ୍ ବାଜୁ ବାଜୁ ବିଜେପି ଆରମ୍ଭ କରିଦେଇଛି ନିର୍ବାଚନୀ କସରତ । ରାଜ୍ୟ ବିଜେପି ଅଫିସରେ ହୋଇଥିବା ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି…