#24election

ପୁଣି କଂଗ୍ରେସର ହାତ ଧରିଲେ ଗମାଙ୍ଗ ପରିବାର

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗିରିଧର ଗମାଙ୍ଗ ପୁଣି ଥରେ କଂଗ୍ରେସର ହାତ ଧରିଛନ୍ତି । ୨୪ ନିର୍ବାଚନ ପୂର୍ବରୁ କଂଗ୍ରେସର ଅସଜଡା ଘରକୁ…

ହାତକୁ ଛାଡି ଫୁଲ ଧରୁଛନ୍ତି କଂଗ୍ରେସ ନେତା !

ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତ ମୁଠାକୁ ଆସିବ ସେନେଇ ତତ୍ପର ରାଜନୈତିକ ଦଳ । ଦୀର୍ଘ ଦଶନ୍ଧି ଧରି କ୍ଷମତାରୁ ଦୂରରେ ରହିଥିବା…

ଭାଙ୍ଗୁଛି କଂଗ୍ରେସ ଘର !

ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତକୁ ଆସିବ ସେଥିପାଇଁ ତତ୍ପର ସମସ୍ତ ରାଜନୈତିକ ଦଳ । ଦୀର୍ଘ ଦଶନ୍ଧି ଧରି କ୍ଷମତାରୁ ଦୂରରେ ଥିବା…

ଏଥର ବିଜେପି-ବିଜେଡି ଟାର୍ଗେଟରେ ନୂଆ ମତଦାତା !

ନିର୍ବାଚନୀ ବର୍ଷରେ ବିଜେପି ବିଜେଡିଙ୍କ ନୂଆ ରଣନୀତି । ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଆଉ ଏକ ନିର୍ବାଚନୀ ଚାଲ ଚଳାଇଛନ୍ତି ଉଭୟ…

ବିଜେପିରୁ ଲଢିବେ ମନ୍ମଥ ରାଉତରାୟ !

ରାଜନୀତିର ଚର୍ଚ୍ଚିତ ଚେହେରା ସୁର ରାଉତରାୟ । ୨୪ ନିର୍ବାଚନରେ ଶାସକ ଦଳକୁ ହଟାଇବା ପାଇଁ ଦୁଇ ଜାତୀୟ ଦଳ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଏଥର…

ଦିଲ୍ଲୀରୁ ଓଡ଼ିଶା ଫେରିଲେ ବିଜେପି ବ୍ରିଗେଡ

ଦିଲ୍ଲୀରୁ ଓଡିଶା ଫେରିଲେ ବିଜେପି ବ୍ରିଗେଡ । ୨୪ ନିବାଚନ ପାଇଁ ଦିଲ୍ଲୀରୁ ମୋଦୀ ମନ୍ତ୍ର ନେଇ ଓଡିଶା ଫେରିଛନ୍ତି ବିଜେପି ବିଧାୟକ । ଭୁବନେଶ୍ୱର ବିମାନବନ୍ଦରରେ…

ବିଜେପିର ଲାଡଲି ଲକ୍ଷ୍ମୀ

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇସ୍ତାହାର ପତ୍ର ଜାରି କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋଦିଙ୍କ ଗ୍ୟାରେଣ୍ଟି ବିଜେପିର ଭରସା ଶୀର୍ଷକ…

ତାରା ରବି ମଧ୍ୟରେ ହେବ ଜୋରଦାର ଲଢେଇ !

କୋରାପୁଟର ଜୟପୁର ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ରାଜନୈତିକ ଉଷ୍ମତା । ଦୀର୍ଘ ବର୍ଷ ହୋଇଯିବ ଜୟପୁରରେ ଚାଲୁଛି ରବି ତାରା ଲଢେଇ ।  2000ରୁ 2014 ପର୍ଯ୍ୟନ୍ତ…

ଝାରସୁଗୁଡାରେ ଜିଲ୍ଲା ସାଧାରଣ ସଂପାଦକ ପଦ ପାଇଁ ଟଣାଓଟରା

ଆଗକୁ ସାଧାରଣ ନିର୍ବାଚନ ଯାହାକୁ ନେଇ ଝାରସୁଗୁଡାରେ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପଦ କୁ ନେଇ ଦେଖାଗଲାଣି ବିବାଦ । କିଏ ହେବ ଜିଲ୍ଲା ବିଜେଡି…