#2ndphaseelection

ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଂ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଖରାରେ ବି ଭୋଟ ଦେବାକୁ ଆସୁଛନ୍ତି ଭୋଟର । ନିଜ ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ…