#aamahospital

ରାଜ୍ୟରେ ଲୋକାର୍ପିତ ହେଲା ଆମ ହସ୍ପିଟାଲ

ରାଜ୍ୟରେ ୧୫ଟି ଜିଲ୍ଲାରେ ଫାଇଭ-ଟି ଉପକ୍ରମରେ ଲୋକାର୍ପିତ ହୋଇଛି ୭୩ଟି ଆମ ହସ୍ପିଟାଲ । ଭର୍ଚୁଆଲରେ ୫ଟି ଉପଖଣ୍ଡସ୍ତରୀୟ ଡାଇଲେସିସ୍ ସେଣ୍ଟରକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…