#aeroplame

ଆଜିଠୁ ମାଲକାନଗିରିକୁ ଉଡ଼ିବ ବିମାନ

ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ଠଞ-୧୦୦ ଏୟାର କ୍ରାପ୍ଟରେ ବାହାରି ଦିନ…