#anaganawadikarmi

ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡ଼ି କର୍ମୀଙ୍କ ଭତ୍ତା ଓ ଅନ୍ୟାନ୍ୟ ଦାବୀ ନେଇ ଅହୋରାତ୍ର ଧାରଣା।

ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଗତ ମାର୍ଚ୍ଚ ୧୩ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଦାବି ହାସଲ ପର୍ଯ୍ୟନ୍ତ ଧାରଣା ପରିପ୍ରେକ୍ଷୀରେ ମହିଳା ଶିଶୁ…