#apartment

ଏଥର ବସ୍ତିବାସିନ୍ଦା ରହିବେ ବଡ ଆପାର୍ଟମେଣ୍ଟରେ

ବଦଳିଛି ବସ୍ତିବାସିନ୍ଦାଙ୍କ ଜୀବନ । ବସ୍ତିବାସିନ୍ଦାଙ୍କର ନୂଆ ଠିକଣା ପାଲଟିବ ବଡ ଆପାର୍ଟମେଣ୍ଟ । ବସ୍ତିବାସିନ୍ଦାଙ୍କ ପାଇଁ ଆବାସ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…