Aravind Kerjriwal

ଉଦ୍ଧବ ଠାକରେଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ନୀତିଶ ଓ ମମତାଙ୍କ ସମର୍ଥନ ପରେ ଏବେ ମହାରାଷ୍ଟ୍ର ମୁହାଁ ଅରବିନ୍ଦ କେଜ୍ରିଓ୍ବାଲ। ଆଜି ମୁମ୍ବାଇ ଯାଇ ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କୁ ଭେଟିବେ…