#aressted

ସାଇକେଲ ଚୋରି ଗ୍ୟାଙ୍ଗକୁ ଧରିଲା ବୁଗୁଡା ପୋଲିସ

ଏକ ସାଇକେଲ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ପୋଲିସ । ସେମାନଙ୍କ ନିକଟରୁ ୧୧ ଟି ଚୋରି ସାଇକେଲ ଜବତ କରାଯାଇଛି…