#ArvindKejriwal

ତିହାର ଜେଲରେ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ତିହାର ଜେଲରେ ପ୍ରଥମ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଥିବା…

କିଏ ଚଳାଇବ ଦିଲ୍ଲୀ ସରକାର ?

ନିର୍ବାଚନକୁ ଆଉ ହାତ ଗଣତି ଦିନ କେଇଟା ବାକି ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ଏବେ ଦିଲ୍ଲୀ ରାଜନୀତିକୁ ଦୋହଲାଇ ଦେଇଛି…

କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି

ଗତକାଲି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଇନ ଦଳ ଦେଇଥିବା ଏକ ପିଟିସନର ସୁପ୍ରିମକୋର୍ଟ ଶୁଣାଣି କରିବାର ସମ୍ଭାବନା ରହିଛି । ଏହି ମାମଲାରେ…

ହାଇକୋର୍ଟ ଗଲେ କେଜ୍ରିୱାଲ

ଥମୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ହାଇକୋର୍ଟରେ ଏକ…

ପୁଣି ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ

ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସମନ୍ ଫାଙ୍କିବା ଅଭିଯୋଗରେ ବେଲ୍ ପ୍ରଦାନ କରିଥିଲେ । କିନ୍ତୁ ଆଜି ପୁଣି ଇଡି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ…

କୋର୍ଟରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋର୍ଟରୁ ତାଙ୍କୁ ବାର ବାର ଝଟକା ଲଗିବା ପରେ ଆଜି…

ମାର୍ଚ୍ଚ 16 ରେ ଇଡିରେ ହାଜର ହେବେ କେଜ୍ରିୱାଲ

ଥମୁନି କେଜ୍ରିୱାଲଙ୍କ ଅଡୁଆ । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଢିବାରେ ଲାଗିଛି । ଏବେ ଅଦାଲତରେ ମୁହାଁମୁହିଁ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ମହିଳାଙ୍କୁ ପ୍ରତିମାସରେ ମିଳିବ 1 ହଜାର

ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ସାଧାରଣ ଜନତାଙ୍କ ପାଇଁ ବଭିନ୍ନ ପ୍ରକାର ସୁବିଧା ସୁଯୋଗ ଘୋଷଣା କରୁଛନ୍ତି । ଆଉ ଏହାରି ଭିତରେ ମହିଳାଙ୍କ ପାଇଁ ବଡ…

ଇଡିର ଅଷ୍ଟମ ସମନକୁ ବି ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିନକୁ ଦିନ ବଢିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ହାଜର ହେଉନାହାନ୍ତି…

ଇଡିର ସପ୍ତମ ସମନକୁ ବି ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଇଡିର ସପ୍ତମ ସମନକୁ ବି ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅବକାରୀ ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଇଡି ପଠାଇଥିବା ସପ୍ତମ ସମନକୁ ବି ଏଡାଇ…