#balimafia

ବାଲିଉଠାଣକୁ ନେଇ ତେଜିଲା ବିବାଦ

ମୁହାଁମୁହିଁ ହେଲେ ବାଲି ମାଫିଆ ଓ ପୋଲିସ । ବାଲିଉଠାଣକୁ ନେଇ ଉଠିଲା ବିବାଦ । ବାଲି ମାଫିଆଙ୍କ ଆକ୍ରମଣରେ 5ଜଣ ପଶ୍ଚିମବଙ୍ଗ ପୋଲିସ ଆହତ ହୋଇଛନ୍ତି…