#bargarhmla

ତେଜିବାରେ ଲାଗିଛି ବରଗଡ ରାଜନୀତି…

ପୁଣି ଥରେ ପୋଲିସର କର୍ତ୍ବବ୍ୟ, ଦାୟିତ୍ବ ଏବଂ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୁକ୍ତଙ୍କୁ ଧରିବାକୁ ନା ସେମାନଙ୍କୁ ବଞ୍ଚାଇବାକୁ ପୋଲିସ ବର୍ଦ୍ଦି ପିନ୍ଧିଛନ୍ତି…