#bbsrprotest

ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଶହ ଶହ ଆଶାକର୍ମୀ

ରାଜଧାନୀରେ ଆଶାକର୍ମୀଙ୍କ ଆନ୍ଦୋଳନ । ଶହ ଶହ ଆଶାକର୍ମୀରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ଆନ୍ଦୋଳନ କରିବାକୁ । ପ୍ରତିବାଦ ବେଳେ ପୋଲିସ ସହ ଧସ୍ତାଧସ୍ତି । ୨୦ଦଫା…