#bhabanishankarbhoi

ଉପବାଚସ୍ପତି ହେଲେ ଭବାନୀ ଶଙ୍କର ଭୋଇ

ଘୋଷଣା ହେଲା ଉପବାଚସ୍ପତିଙ୍କ ନାଁ । ବିଜେପି ନେତା ଭବାନୀଶଙ୍କର ଭୋଇ ହେଲେ ଉପବାଚସ୍ପତି । ବାଚସ୍ପତି ସୁରମା ପାଢୀ ଉପବାଚସ୍ପତିଙ୍କ ନାଁ ଘୋଷଣା କରିଛନ୍ତି ।…