#bhanjanagar

ଭଞ୍ଜନଗରରେ ୧୦୦ମିଟର ତ୍ରିରଙ୍ଗା ଶୋଭାଯାତ୍ରା

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଆବାହକତ୍ୱରେ ବୁଧବାର ” ବିଭାଜନ ବିଭୀଷିକା” ସୃତି ଦିବସ ପାଳନ ଅବସରରେ ହର ଘର୍…

ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ସରକାରଙ୍କ ନିର୍ଦ୍ଦେଶ କ୍ରମେ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୧୩ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆୟୋଜନ…

ମୋ ଝିଅକୁ ମାରିଦେଲେ..

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଗୋଲା ପଡ଼ା ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମ ନିକଟରୁ ଶନିବାର ଜଣେ ମହିଳାଙ୍କ ଶବ ପୋଲିସ…

ଗୁଗଲ ବୈଜ୍ଞାନିକ ଭାବେ ନାଁ ରଖିଲେ ଭଞ୍ଜମାଟିର ପୁଅ ସ୍ୱରୂପ

ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ମନୁଷ୍ୟକୁ ସଫଳତା ଆଣି ଦେଇଥାଏ।ଏହି କ୍ରମରେ ଭଞ୍ଜ ମାଟିର ସୁପୁତ୍ର ଭାବେ ଡକ୍ଟର ସ୍ୱରୂପ ରଞ୍ଜନ ମିଶ୍ର ଆଜି ଦେଶ…

ଭଞ୍ଜନଗର ଥାନାରେ ରକ୍ତଦାନ ଶିବିର ଆୟୋଜିତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପ୍ରତ୍ୟେକ ଦିନ ପଡ଼ୋଶୀ କନ୍ଧମାଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ଶହ ଶହ ସଂଖ୍ୟକ ରୋଗୀ ଚିକିତ୍ସିତ ହେବା ପାଇଁ…

ପ୍ରକୃତ ପ୍ରେମ କ’ଣ ? ବୁଝାଇଦେଲେ ୭୦ ବର୍ଷୀୟ ଦମ୍ପତ୍ତି

ଆଜି କାଲିର ଭଲପାଇବା ସମ୍ପର୍କରେ ତ ସମସ୍ତଙ୍କୁ ଜଣା । ଗୋଟିଏ ଘଣ୍ଟାର ଦେଖାରେ ଭଲପାଇବା ଆରମ୍ଭ ହୋଇଯାଉଛି । କିନ୍ତୁ ଏ ଭଲପାଇବାର ଆୟୁଷ ଯେ…

ଅଳ୍ପ ସମୟରେ ଅଧିକ ରୋଜଗାର କରୁଛନ୍ତି ସନାତନ

ପେଟ ପୋଷିବା ପାଇଁ ମନୁଷ୍ୟ ବିଭିନ୍ନ ରୋଜଗାର ପନ୍ଥା ଆପଣାଇ ଥାଏ।ସେହି କାର୍ଯ୍ୟ କିପରି ସହଜ ଓ ଖୁବଶୀଘ୍ର ହୋଇପାରିବ ସେଥିପାଇଁ ଗୁରୁତ୍ୱ ମଧ୍ୟ ଦେଇଥାଏ। ବର୍ତ୍ତମାନ…

ନୂତନ ଜ୍ଞାନ କୌଶଳରେ ଫଟୋ ଉତ୍ତୋଳନ ସମ୍ପର୍କିତ କର୍ମଶାଳା

ବର୍ତ୍ତମାନ ସମୟରେ ନିଜ ସ୍ମୃତିକୁ ଜୀବିତ ରଖିବା ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ବୃଦ୍ଧି ପାଇଛି।ଲୋକଙ୍କ ଚାହିଦା ମୁତାବକ ଉନ୍ନତ ମାନର ଫୋଟ ଉତ୍ତୋଳନ ପାଇଁ…

ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରରେ ମହିଳା

ସମସ୍ତଙ୍କ ମନରେ ଆଶା ଥାଏ ବେଶୀ ନହେଲେ ମଧ୍ୟ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରି ପରିବାର ସହ ହସଖୁସିରେ ଦିନ କାଟିବା।କିଭିଳି ନିଜ ସନ୍ତାନମାନେ ପାଠ…

ଭଞ୍ଜନଗରରେ ପୁଣି ବାଘ ଆତଙ୍କ

ଭଞ୍ଜନଗରରେ ପୁଣି ବାଘ ଆତଙ୍କ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବୁଲୁଛି ଏକ ମହାବଳ ବାଘ । ଗାଁ କୁ ଗାଁ ବୁଲିବା ସହ ଗାଈ…