#bijayshankar

ପୁଣି ଅଡୁଆରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିଚାଲିଛି । ସୋମାଲିକାଙ୍କ ଅଭିଯୋଗରେ କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ହାଜର ହେଲେନି ବିଜୟ ଶଙ୍କର…