#bijujanatadal

ବିଜେଡିରେ ମିଳୁନି ଶ୍ରୀମୟୀଙ୍କ ପତ୍ତା !

କୁଆଡେ ଗଲେ ଶ୍ରୀମୟୀ ମିଶ୍ର ? ଏ ପ୍ରଶ୍ନରେ ପୂଣ୍ଣର୍ଚ୍ଛେଦ ପଡିବାର ନାଁ ଧରୁନି । ରାଜ୍ୟରେ ନିର୍ବାଚନର ବିଗୁଲ ବାଜିବାର ୨ ମାସ ବିତିସାରିଲାଣି ।…

ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ

ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଶଙ୍ଖ ଛାଡି ପଦ୍ମ ଧରିଲେ ବିଜେଡିର ଭେଟେରାନ ନେତା ସମୀର ରଞ୍ଜନ ଦାଶ । କିଛି ଘଣ୍ଟା…

ବିଜେଡି ପ୍ରାର୍ଥୀଙ୍କୁ ଫୁଲ ବଦଳରେ ଜୋତାମାଳ

ନିର୍ବାଚନ ପୂର୍ବରୁ ହଟହଟା ହେଲେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ । ନିର୍ବାଚନୀ ପ୍ରଚାରରେ ଥିବା ବେଳେ ସନତାନଙ୍କୁ ଫୁଲମାଳ ବଦଳରେ ଚପଲ ମାଳ ପିନ୍ଧାଇଲେ ସାଧାରଣ…

ନିର୍ବାଚନ ପୂର୍ବରୁ ହଟହଟା ହେଲେ ଦୀପାଳି !

ବିବାଦରେ ପଡିଲେ ଝାରସୁଗୁଡା ବିଜେଡିର ବିଧାୟକ ପ୍ରାର୍ଥୀ ଦୀପାଳି ଦାସ । ନିର୍ବାଚନ ପୂର୍ବରୁ ନିଜେ କହିଥିବା କଥାକୁ ନେଇ ହଟହଟା ହେଲେ ଦୀପାଳି । ସ୍ୱାସ୍ଥ୍ୟମନ୍ତ୍ରୀ…

ବିଜେଡି ହାତ ଧରିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ବିଜେଡିରେ ସାମିଲ ହେଲେ ଅଭିନେତା ତଥା ଇଞ୍ଜିନିୟର ରୁଦ୍ର ଶ୍ୟାମ ପାଣିଗ୍ରାହୀ । ଆଜି ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ…

ବିଜେଡିରେ ଚାଲୁନି ଇରାନୀଙ୍କ ଜାଦୁ !

ରାଜ୍ୟ ରାଜନୀତିର ଜଣେ ଆଗଧାଡିର ନେତ୍ରୀ ହେଉଛନ୍ତି ଇରାନୀ ରାୟ । ବିଜେପିର ନୟାଗଡ ଚେହେରା କହିଲେ ଇରାନୀଙ୍କୁ ବୁଝାଏ । କିନ୍ତୁ ଏବେ ସେ ବିଜେଡି…

ଗଞ୍ଜାମରେ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଷଷ୍ଠଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ଲକ୍ଷ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଗୋପାଳପୁର ଓ ଆସ୍କାରେ ପ୍ରଚାର…

କେବେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର ?

ନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକି ରହିଲା । ୫ ଦିନ ପରେ ରାଜ୍ୟରେ ଆରମ୍ଭ ହୋଇଯିବ ଗଣତନ୍ତ୍ରର ମହାଯୁଦ୍ଧ । କିନ୍ତୁ ଏଯାଏଁ ବିଜେଡିର…

ଓଡିଶା ଇତିହାସରେ ପ୍ରଣବ ଯୋଡିବେ ନୂଆ ଅଧ୍ୟାୟ

ଯାଜପୁର ମାଟିର ସୁଯୋଗ୍ୟ ସନ୍ତାନ ତଥା ବିଜେଡିର ସାଙ୍ଗଠନିକ ସଂପାଦକ ଏବଂ ବର୍ତ୍ତମାନର ସମ୍ୱଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବାପା ଅଶୋକ ଦାସ…

ହିଞ୍ଜିଳିର ପ୍ରଚାର ମଇଦାନରେ ଭିକେ ପାଣ୍ଡିଆନ

ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ବିଜେଡିର ପ୍ରଚାର ମଇଦାନ ଉଠୁଛି ପଡୁଛି । ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଭିନ୍ନ…