#birdflu

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ । ୬୦ ହଜାରରୁ ଅଧିକ କୁକୁଡା ମରିଥିବା ସୂଚନା । ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡାଙ୍କୁ ମାରିବାକୁ ପ୍ରସ୍ତୁତ ହେଲାଣି ପ୍ରଶାସନ…