#bjp

ସୋମବାର ଜଣାପଡିବ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ !

5ଟି ରାଜ୍ୟର ନିର୍ବାଚନ ସରିଯାଇଥିବା ବେଳେ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । 3ଟି ରାଜ୍ୟରେ ବିଜେପି ଆଗରେ ରହିଛି । ତିନି ରାଜ୍ୟରେ ଚାଲିଛି ମୁଖ୍ୟମନ୍ତ୍ରୀ…

 ଯୋଗେଶଙ୍କ ନାଁରେ କୁସୁମ ଟେଟେ ଆଣିଲେ ସଙ୍ଗୀନ ଅଭିଯୋଗ

କାହା ଉପରେ ହେଉଛି ଆଇଟି ଟିମର ରେଡ ? ଆଉ ଏଠି କେଉଁମାନେ ଭିଡାଭିଡି ହେଉଛନ୍ତି । ହଁ ଆଜ୍ଞା ଆଇଟି ରେଡରେ ଲାଗିଲାଣି ରାଜନୀତିର ଛିଟା…

ବାଲେଶ୍ୱର ପାଇଁ ନେତାଙ୍କ ବ୍ଲୁ ପ୍ରିଣ୍ଟ !

24 ନିର୍ବାଚନ ପାଇଁ ଚହଳ ପଡିଲାଣି ଓଡିଶା ରାଜନୀତି ।  ଯୁଦ୍ଧ ପାଇଁ ନେତାମାନେ ବ୍ଲୁ ପ୍ରିଣ୍ଟ ରେଡି କଲେଣି । କେଉଁ ଆସନରୁ କିଏ ପ୍ରାର୍ଥୀ…

ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । 3ଟି ରାଜ୍ୟରେ ବିଜେପିର ବଡ ବିଜୟ ପରେ ଶୀତ ଅଧିବେଶନ ଆରମ୍ଭ ହୋଇଛି । ବିଜେପିର ଅପରାଜିତ…

ତିରୁପତି ବାଲାଜୀ ମନ୍ଦିରରେ ଭାରତୀୟଙ୍କ ପାଈ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚି ଭଗବାନ ଭେଙ୍କଟେଶ୍ୱରଙ୍କ ଦର୍ଶନ କରି ସମଗ୍ର ଭାରତୀୟ ବାସୀଙ୍କ ପାଈ ପ୍ରାର୍ଥନା…

ପଦ୍ମ ଗଡରେ ବାଜିବ କି ଶଙ୍ଖ !

24 ସାଧାରଣ ନିର୍ବାଚନ ପାଇଁ ତିନି ରାଜନୈତିକ ଦଳ ଭିତରେ ଲାଗିରହିଛି ଛକାପଞ୍ଝା । କଳାହାଣ୍ଡିର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭବାନୀପାଟଣା । ବର୍ତ୍ତମାନ ଏଠାକାର ବିଧାୟକ…

ଆଜି ବିଧାନସଭାରେ ପୁଣି ହଟ୍ଟଗୋଳ ? ନା ସୁରୁଖୁରୁରେ ଚାଲିବ ଗୃହ ?

ତିନିଦିନ ହେଲା ସୁରୁଖୁରୁରେ ଚାଲିପାରୁନି ଗୃହ । ଆଦୀବୀସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଜିଦ ଯେ ଏହି ବିଲକୁ ସ୍ଥଗିତ ନୁହେଁ ପ୍ରତ୍ୟାହାର କରାଯାଉ…

ସାନଖେମୁଣ୍ଡିରେ ରମେଶ ବନାମ ନନ୍ଦିନୀ ଲଢେଇ !

ବିକାଶ ବନାମ ସମସ୍ୟା ପ୍ରଶ୍ନକୁ ନେଇ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ନେତା ଓ କର୍ମୀ ମାନେ । ଗଞ୍ଜାମ ଜିଲ୍ଲାର 13ଟି ବିଧାନସଭା ଆସନ…

ଜୟନାରାୟଣଙ୍କ ପାଇଁ ବଢିଲା ଅଡୁଆ, ଖାରଲ ହେଲା ଜାମିନ, ମହିଳା ଆଇଆଇସି ଓ ସମ୍ବଲପୁର ତହସିଲଦାରଙ୍କୁ ଧମକ ଦେଇଥିଲେ

ବିରୋଧି ଦଳର ନେତା ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ନିଜ କରିଥିବା ଘଟଣାରେ ଶ୍ରୀମିଶ୍ର ଅଡୁଆରେ ପଡିଯାଇଥିଲେ…

ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ

ଆସନ୍ତାକାଲି  ହେବାକୁ ଯାଉଛି ବିଧାନସଭା ଉପବାଚସ୍ପତି ନିର୍ବାଚନ । ।ଏଥିପାଇଁ ଆଜି ଏଥିପାଇଁ ନାମାଙ୍କନ ଦାଖଲ କରାଯିବ ।  ତେବେ ଆସନ୍ତାକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ…