#bjppresident

ମନମୋହନ ଏବଂ ସମୀରଙ୍କୁ ମିଳିବ ଗୁରୁ ଦାୟିତ୍ୱ

ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ମିଳିବ ଗୁରୁ ଦାୟିତ୍ୱ । ଖୁବଶୀଘ୍ର ଥଇଥାନ ହେବେ ଏହି ଦୁଇ ନେତା ।…