#bouncer

ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ

ଏଣିକି ବାରରେ ବାଉନସର୍ ରଖିବା ଉପରେ ଲାଗିବ କଟକଣା। କମିଶନରେଟ ପୁଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ। ଏନେଇ କମିଶନରେଟ୍ ପୁଲିସ ଅଧୀନସ୍ଥ ଅଞ୍ଚଳରେ…