#busstrike

ଡିସେମ୍ବର ୧ରୁ ଗଡିବନି ଘରୋଇ ବସ୍‌, ଆସନ୍ତା ୨୨ରୁ ଧାରଣା

ଧାରଣରେ ବସିବେ ଘରୋଇ ବସ୍ ମାଲିକ ସଂଘ । ପୁଣି ହେବ ଘରୋଇ ବସ୍ ଧର୍ମଘଟ । ଆସନ୍ତା ୨୨ ତାରିଖରୁ ବିଧାନସଭା ଆଗରେ ଧାରଣାରେ ବସିବେ…