chandrayan-3

ସୂର୍ଯ୍ୟକରିଣରେ ପୁଣି ଆକ୍ଟିଭ ହେବ ଚନ୍ଦ୍ରଯାନ-୩

ଇସ୍ରୋ ପକ୍ଷରୁ ସୂଚନାଦିଆଯାଇଛି ଆଜି ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସୂର୍ଯ୍ୟକରିଣରେ ପୁଣି ଆକ୍ଟିଭ ହେବେ ।…