CHANDRAYAN3

ଚନ୍ଦ୍ର ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା

ମହାକାଶ ଗବେଷଣାରେ ଇସ୍ରୋକୁ ଏକ ବଡ଼ ସଫଳତା ମିଳିଛି। ଚନ୍ଦ୍ରୟାନ ୩ରେ ବ୍ୟବହାର ହୋଇଥିବା ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ଇସ୍ରୋ ସଫଳ ହୋଇଛି…