chennai

ବାତ୍ୟା ପରେ ଜଳମଗ୍ନ ଚେନ୍ନାଇ ସହର; ଗଲାଣି ୧୭ଜଣଙ୍କ ଜୀବନ

ଚେନ୍ନାଇରେ ବାତ୍ୟା ମିଗଜୋମର ପ୍ରଭାବ । ଜଳମଗ୍ନ ଚେନ୍ନାଇ ସହର । ପ୍ରବଳ ବର୍ଷା ଯୋଗୁଁ ଗଲାଣି ୧୭ ଜଣଙ୍କ ଜୀବନ । ଚେନ୍ନାଇରେ ତଳିଆ ଅଞ୍ଚଳ…