#chiefministerofodisha

ସୌମ୍ୟଙ୍କୁ ନେଇ ବିଜେଡି ର ନିଷ୍ପତ୍ତି, ଉପସଭାପତି ପଦରୁ ହଟାଇଲେ ନବୀନ

ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । ବିଜୁ ଜନତା ଦଳର ଉପ-ସଭାପତିରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ…