#cholera

ସରକାରଙ୍କ ନିଦ ହଜାଇଲାଣି ହଇଜା !

ରାଜ୍ୟବ୍ୟାପି ବଢିବାରେ ଲାଗିଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁର ପରେ ଏବେ ଅନ୍ୟ ଜିଲ୍ଲାକୁ ବି ମାଡିଗଲାଣି ହଇଜା । ଝାଡାବାନ୍ତିରେ ଆକ୍ରାନ୍ତ ହେଲେଣି ବିଭିନ୍ନ…