CMNaveenpatnaik

ନବୀନ ନିବାସରୁ ବିଜେଡି ଟିକେଟ୍ ନେଲେ ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ୱର: ନବୀନ ନିବାସରୁ ଟିକେଟ ନେଲେ ଦୀପାଳି ଦାସ । ଆଜି ଦୀପାଳି ଭାଇ ବିଶାଲଙ୍କ ସହ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ୍ ନେଇଛନ୍ତି…