#cuttckpolitics

ହୋଲିରେ କଟକ ରାଜନୀତିରେ ରୋଚକ ଦୃଶ୍ୟ; ଭର୍ତ୍ତୁହରିଙ୍କ ସହ ନଜର ଆସିଲେ ଅନୁଭବ

ଦୋଳ ପୂର୍ଣ୍ଣିମାରେ କଟକ ରାଜନୀତିରେ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ବିଜେଡି ଛାଡିଥିବା ଭର୍ତ୍ତୁହରି ମହତାବଙ୍କ ହୋଲି ପାର୍ଟିରେ ନଜର ଆସିଛନ୍ତି…