#dcp

ସଜାଗ ହେଉଛି ଓଡିଶା ପୋଲିସ

ପାଖେଇ ଆସୁଛି ନିର୍ବାଚନ । ଏହାପୂର୍ବରୁ ସଜାଗ ହେଉଛନ୍ତି ଓଡିଶା ପୋଲିସ । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟର ସୀମାକୁ ସିଲ୍ କରାଯିବ ।…

ପୋଲିସ ହାତରେ ପାହାଡି ଗ୍ୟାଙ୍ଗ

ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ…

ରାଜଧାନୀରେ ଏନ୍‌କାଉଣ୍ଟର

ନୂଆବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଏନ୍‌କାଉଣ୍ଟରକୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ପୋଲିସର ଏନ୍‌କାଉଣ୍ଟରରଘୁର ବାମ ଗୋଡ଼ରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରରଘୁ ନିକଟରୁ ବନ୍ଧୁକ…

ନୂଆବର୍ଷ ସେଲିବ୍ରେସନ ପାଇଁ ଲାଗୁହେଲା ଗାଇଡ ଲାଇନ

ଆଗକୁ ନୂଆବର୍ଷ  ଏବଂ ନୂଆବର୍ଷ ପାଇଁ କଟକଣା ଲାଗୁ କଲା କମିଶନରେଟ ପୋଲିସ। ରାଜଧାନୀର ବାର ଓ ହୋଟେଲ ମାଲିକ ମାନଙ୍କୁ ନେଇ ଡିସିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ…

ଏଣିକି ବାହାରେ ମଦପିଇବା ପଡିବ ମହଙ୍ଗା

ଗାଁ ଠୁ ସହର ଚାରିଆଡେ କାୟା ମେଲାଉଛି ନିଶାଦ୍ରବ୍ୟ । ଯୁବପିଢିଙ୍କୁ ନଷ୍ଟ କରୁଛି ନିଶାଦ୍ରବ୍ୟ । ମଦ,ଗଞ୍ଜେଇ,ବ୍ରାଉନସୁଗାର ଭଳି ନିଶା ଖାଇ ଖରାପ ଗତିକୁ ଯାଉଛନ୍ତି…