#Dolphin

ଚିଲିକାରେ ଚାଲିଛି ଡଲଫିନ ଗଣନା ; ୧୮ଟି ଟିମ୍ ସାମିଲ

ଆଜି ଚିଲିକାରେ ହେଉଛି ଡଲଫିନ ଗଣନା। ସକାଳ ୬ଟାରେ ଆରମ୍ଭ ହୋଇଛି ଗଣତି । ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୮ରୁ ୧୦…