#donation

ରାମ ମନ୍ଦିରକୁ ୧୧ ଦାନରେ ୧୧ କୋଟିର ଦାନ ଦେଲେଣି ଭକ୍ତ

ଦେଶର ବିଭିନ୍ନ ସ୍ଥାନରୁ ରାମ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟୁଛି। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।…