#election

କେବେ ସମ୍ପୂର୍ଣ୍ଣ ହେବ ପ୍ରାର୍ଥୀ ତାଲିକା ଘୋଷଣା ?

ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ତିନି ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀ ଘୋଷଣା କରୁଛନ୍ତି । ଆସନ୍ତା 18 ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ…

ବିଜେଡି ଛାଡିଲେ ଜ୍ୟୋତି ପାଣିଗ୍ରାହୀ

ରାଜ୍ୟରେ ନିର୍ବାଚନର ପରିବେଶ ସରଗରମ ରହିଥିବା ବେଳେ ଏବେ ବି ନେତାଙ୍କ ଦଳ ଡିଆଁ ପର୍ବ ଲାଗି ରହିଛି । କିଏ ଦଳ ଛାଡୁଛି ତ ଆଉ…

ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ପ୍ରାର୍ଥୀ ତାଲିକା !

ଆଜି ଆସିବ ବିଜେପିର ବଳକା ପ୍ରାର୍ଥୀ ତାଲିକା । ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ବାକି ଥିବା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ସୂଚନା ମିଳିଛି…

ଖୁବଶୀଘ୍ର ଆସିବ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଖୁବଶୀଘ୍ର ଆସିବ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଓଡିଶାରେ ରାଜ୍ୟ ନିର୍ବାଚନ ପ୍ରଭାରୀ, ବିଜୟ ପାଲ ସିଂହ ତୋମାର ପହଁଞ୍ଚିବା ପରେ ଏନେଇ ସୂଚନା…

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା । ଙଜଐଊଉ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ପାହାର । ମୋକିମଙ୍କ ଆବେଦନକୁ ଖାରଜ…

ଝାରସୁଗୁଡାରେ ପ୍ରାର୍ଥୀଙ୍କ ପାୱାର ସୋ’

ନିର୍ବାଚନ ପାଇଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଜୋରସୋରରେ ପ୍ରଚାର ଜମୁଛି । ବିଭିନ୍ନ ସ୍ଥାନରେ ପ୍ରଚାର ଜମୁଥିବା ବେଳେ ଝାରସୁଗୁଡାରେ ମଧ୍ୟ ଉଭୟ ବିଜେଡି ଏବଂ ବିଜେପି…

ବିଜେଡି ଛାଡିଲେ ଆଉ ଦୁଇ ଜଣ ନେତା

ବିଜେଡି ଛାଡିଲେ ଆଉ ଦୁଇ ଜଣ ନେତା । ଆଜି ବିଜେଡିକୁ ବାଏ ବାଏ କହିଛନ୍ତି ସାଲେପୁର ବିଜେଡି ନେତା ହିମାଂଶୁ ମହାନ୍ତି ଏବଂ ନୂଆପଡା ଜିଲ୍ଲା…

ଘର ବାହୁଡିବେ ଦିଲ୍ଲୀପ ରାୟ !

ନିର୍ବାଚନ ପାଇଁ ରାଜ୍ୟ ରାଜନୀତିର ମାହୋଲ ପୁରା ସରଗରମ ରହିଛି । ଏହାରି ମଧ୍ୟରେ ରାଜ୍ୟର ଅନ୍ୟତମ ଟାଣୁଆ ନେତା ଦିଲ୍ଲୀପ ରାୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି…

ସୋ କଜ ନୋଟିସ ଉପରେ ପୁଣି ଜବାବ ରଖିଲେ ସୁର

କଂଗ୍ରେସରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର ପ୍ରସାର କରି ହଟ୍ଟ ହଟ୍ଟା ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଏହି ଘଟଣା ଉପରେ ହୋଇଥିବା…

ବିଜେଡି ଛାଡିଲେ ପ୍ରଭାସ ସିଂ

ବିଜେଡି ଛାଡୁଛନ୍ତି ଜଣକ ପରେ ଜଣେ ଭେଟେରାନ ନେତା । ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା…