#excisedepartment

ଚେତିଲା ଅବକାରୀ ବିଭାଗ; ନଷ୍ଟ କଲା ବିପୁଳ ପରିମାଣର ଦେଶୀ ମହୁଲ ଏବଂ ପୋଚ

ଗଞ୍ଜାମର ଚ଼ିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଲୋକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଅବକାରୀ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ…