FIRING

ଆମେରିକା ବିଶ୍ୱବିଦ୍ୟାଳୟରେ ଗୁଳିମାଡ ;୩ ମୃତ ଜଣେ ଗୁରୁତର

ଅଶାନ୍ତ ହେଉଛି ଆମେରିକାର ଶିକ୍ଷାନୁଷ୍ଠାନ କ୍ୟାମ୍ପସ। ସ୍କୁଲ୍-କଲେଜ କ୍ୟାମ୍ପସ ପରିସରରେ ବୋମା ମାଡ ଏବଂ ଗୁଳିଚାଳନା ଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଦେଶର…