first women speaker

କିଏ ପ୍ରଥମ ମହିଳା ବାଚସ୍ପତି ? ପ୍ରମିଳା ମଲ୍ଲିକ ନା ସରଳା ଦେବୀ?

ଗତ କିଛି ଦିନ ତଳେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରମିଳାଙ୍କୁ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି କୁହାଯାଉଛି…