#fisherman

ରାଜଧାନୀରେ ମତ୍ସ୍ୟଜୀବୀଙ୍କ ଗର୍ଜନ

ରାଜଧାନୀରେ ମତ୍ସ୍ୟଜୀବୀଙ୍କ ଗର୍ଜନ । ଭୁବନେଶ୍ୱର ଲୋୟର ପିଏମଜିରେ ହଜାର ହଜାର ମତ୍ସ୍ୟଜୀବୀ ଏକାଠି ହୋଇ ସେମାନଙ୍କର ୬ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି…