#gameplay

ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ୟାଡମିଣ୍ଟନ ଖେଳିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲମ୍ପିକ୍ସ ବ୍ରୌଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡ ମିଣ୍ଟନ ଖେଳିଛନ୍ତି ଦ୍ରୌପଦୀ ମୁର୍ମୁ ।…