#ghee

ନକଲି ଘିଅ କାରାବାରର ହେଲା ଖୁଲାସା  

ଆଜି କାଲି ସମସ୍ତ ଜିନିଷରେ ଭେଜାଲ । ପନିର,ଅଣ୍ଡା,ଘିଅ ସବୁଥିରେ ଭେଜାଲ । ସେପରି ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ଚାଲିଥିଲା ନକଲି ଘିଅ କାରବାର ।…