#goldentemple

‘ସ୍ବର୍ଣ୍ଣ ମନ୍ଦିର’ରେ ରାହୁଲ୍‌ ଗାନ୍ଧୀଙ୍କ ‘ସେବା’,ପରିବା କାଟିଲେ, ଷ୍ଟାଣ୍ଡ୍‌ରେ ଜୋତା ସଜାଡ଼ିଲେ

ପଞ୍ଜାବ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଙ୍ଗଳବାର ଦିନ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ଯାଇ ‘ଜୌରା ଘର୍‌’ରେ (ଜୋତଘର) ଭକ୍ତମାନଙ୍କ ଜୋତା ସଜାଡ଼ି ‘ସେବା’…