#hindusamaj

ବାଲାଂଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆନନ୍ଦପୁର ହିନ୍ଦୁ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାଲାଂଦେଶରେ ହିନ୍ଦୁ ଦେବାଦେବୀ ମନ୍ଦିର ଭଙ୍ଗା ରୁଜା, ଦେବାଦେବୀ ଙ୍କୁ ପୋଡାଜଳା କରିବା, ହିନ୍ଦୁ ମହିଳା ମାନଙ୍କୁ ଅତ୍ୟାଚାର କରିବା, ହିନ୍ଦୁ ମାନଙ୍କୁ ହତ୍ଯା କରିବା ସହିତ…