#indonesia

ଇଣ୍ଡୋନେସିଆର ମାଉଣ୍ଟ ମେରାପିରେ ଭୟଙ୍କର ଆଗ୍ନେୟ ଉଦଗୀରଣ

ଇଣ୍ଡୋନେସିଆରେ ଘଟିଛି ଭୟଙ୍କର ଦୁର୍ଘଟଣା । ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି…