IRAK

ବିବାହ ମଣ୍ଡପ ବଦଳରେ ମଶାଣିରେ ଜଳିଲା ଜୁଇ

ହସଖୁସିର ମାହୋଲ ଭିତରେ ଘଟିଗଲା ଅଘଟଣ। ବିବାହ ମଣ୍ଡପରେ ବରକନ୍ୟାଙ୍କ ସହ ସେଲିବ୍ରେସନ ଚାଲିଥିବାବେଳେ ନିଆଁ ଲାଗି ଜଳି ଯାଇଛନ୍ତି ବରକନ୍ୟାଙ୍କ ସମେତ ଶହେରୁ ଅଧିକ ଲୋକ…